STORYMIRROR

Sangeeta Barik

Others

3  

Sangeeta Barik

Others

ଅସ୍ଥିର ସମ୍ପର୍କ

ଅସ୍ଥିର ସମ୍ପର୍କ

1 min
186

ଭାରି ଅମାନିଆ ତମେ

ବାରଣ ନମାନି 

ଧସେଇ ପଶ ଜୀବନରେ

ଜାହିର୍ କର ଆପଣାପଣ 

ଯେମିତି ଏ ସମ୍ପର୍କ

କାହିଁ କେତେ ଯୁଗର ।


ତମ ଭଳି ତମ ଭାବନା ବି ସବୁ,

ମୋ ବିନା ଅନୁମତିରେ

ହକ୍ ଜମେଇ ବସିଛନ୍ତି 

ମୋ ମନ ଇଲାକାରେ ।


ତମ ବାକ୍ ଚାତୁରୀରେ

ମୁଁ ତରଳି ଯାଏ ମହମ ଭଳି

ଭାବନା ସବୁ ଅସ୍ଥିର ହୁଏ

ନିଜ ଅଜାଣତରେ

ଆକଟର ଲକ୍ଷ୍ମଣ ରେଖା କୁ

ଅତିକ୍ରମ କରିଯାଏ ।


Rate this content
Log in