STORYMIRROR

jagabandhu sahu

Others

3  

jagabandhu sahu

Others

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
113

ଭାଗ୍ଯଟା ମୋହର  ବଇରୀ ସାଜିଛି

   କାହାକୁ ଦେବି ମୁଁ ଦୋଷ

ଭାବନାଟା ମୋର  ଅସ୍ଥିର ହୋଉଛି

    ଲେଖିବି ଆଉ ମୁଁ କିଷ ।


ଘଡିଏ ଭାବିଲେ    ଧାଡିଏ ଆସୁଛି

    ତଥାପି ପାରେନି ଲେଖି

ଦିଘଡି ଜୀବନ   ସ୍ଥିର କଲେ ମନ

    ବଞ୍ଚିବାଟା ଯିବି ଶିଖି ।


ରଚି ଯିବି କିଛି    ନୂତନ କବିତା

    ଭାବନା ସହରେ ହଜି

ଅତୀତ ଦିନର   ହଜି ଯିଇ ଥିବା

    ସ୍ମୃତି ସବୁ ଖୋଜି ଖୋଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ