STORYMIRROR

Jeenashree Routray

Others

2  

Jeenashree Routray

Others

ଅସ୍ତ ତୁମେ

ଅସ୍ତ ତୁମେ

1 min
96

ସାରା ଭାରତରେ ଲେଖାର ଗାଥା

    ଗାଉଅଛି ତୁମ ନାମ 

କଳମ ମୁନରେ  ସାତ ରଙ୍ଗ ଦେଇ 

    ସୁଫଳ କରିଛ ଦିନ ।


ସୁରୁଜ କିରଣେ ଅସ୍ତ ହେଇ ଗଲ

    ଆମ ସମସ୍ତଙ୍କୁ ଛାଡି 

ସାରା ବିଶ୍ୱ ପାଇଁ ତୁମ ସ୍ମୃତି ସବୁ 

   ରହିଯିବ ଆଶା ବାଡ଼ି ।


ଛୋଟ ମନ ମୋର  କରେ ନମସ୍କାର 

     ଟିକି ଟିକି ପାପୁଲିରୁ 

ଶ୍ରଦ୍ଧାଞ୍ଜଳି ଦେଇ  ଭକ୍ତି ଅର୍ଘ୍ୟ ଥୋଇ 

     ଝରାଇଲି କବିତାରୁ।


Rate this content
Log in