ଅସିମତା କଣ ? ଦୁର୍ଲଭ !
ଅସିମତା କଣ ? ଦୁର୍ଲଭ !
-
ଅସିମତା କଣ ? ଦୁର୍ଲଭ !
ଆଶା------------------------! ଭୋକର ଆଶା ଗଣ୍ଡାଏ ଭାତ, ଦେହର ଆଶା ଖଣ୍ଡିଏ ଲୁଗା, ମୁଣ୍ଡର ଆଶା ଗୋଟିଏ ଛାତ, ଜୀବନର ଆଶା ବଞ୍ଚିବାର ମାଧ୍ୟମ, ଜୀବିକାର ଆଶା ପରିବାର,, ପରିବାର ଆଶା ସୁଖ, ସୁଖ ର ଆଶା ସମୃଦ୍ଧି ।
ସବୁ ତ ବ୍ୟକ୍ତି କେନ୍ଦ୍ରୀକ, ସାମୁହିକ ଚିନ୍ତନ କାହିଁ ? ପଶୁ ତ ବଞ୍ଚେ ନିଜ ପାଇଁ, ମଣିଷ ! ପଶୁର ଫରକ କଣ ? ଖାଲି ; ଦୁଇଟି ଯୋନିର କାମନାର ପ୍ରତୀକ ! ସୃଷ୍ଠି ପଛରେ ସୃଷ୍ଟିକର୍ତ୍ତାଙ୍କ ଆଶା ଏକ ପ୍ରଶ୍ନର ସୀମିତ ଉତ୍ତର, ଆଶା ହିଁ ଜୀବନ ଜୀବନ ହିଁ ଆଶା ମର୍ତ୍ୟୁ କଣ ? ଉତ୍ତର ଏ ଆଶାର , ଆଶା ବନାମ ମୋହ , ମୋହ ବନାମ ସଂସାର, ଅସିମତା କଣ ? ଦୁର୍ଳଭ୍ୟ ।
ରାମ ପ୍ରସାଦ ବିଶୋଇ (କାଶ୍ୟପ) ସମୟ-ରାତ୍ର-୧୧-୩୭ ମିନିଟ ତା-୨୪-୦୫-୧୬, ରାୟଗଡ଼ା । ବିଶେଷ ଅନୁରୋଧ-- ଖୋଜନ୍ତୁ ଆସିମତା ପ୍ରାଚୁର୍ଯାତା ଭରା ଜୀବନ ଆପଣଙ୍କ ପ୍ରତିକ୍ଷା କରୁଛି ।