STORYMIRROR

subrat kumar jena

Others

3  

subrat kumar jena

Others

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

1 min
347




ହେ ଭାରତ ମାଟିର ବୀର ସନ୍ତାନ

ତୁମକୁ କରୁଛି ହୃଦୟରୁ କୋଟି ନମନ

ଆଜି ସିନା ହୋଇଗଲ ପଞ୍ଚ ଭୂତରେ ଲୀନ

ତୁମଲାଗି ଓଦା ହୁଏ ଆଜି କୋଟି ନୟନ....

ତୁମ ପରି ପୁଅ ଭାରତ ମାଟିରେ ବାରମ୍ବାର ଜନ୍ମ ନିଅନ୍ତୁ

ନିଜ ଜୀବନକୁ ବାଜି ଲଗାଇ ମାଟି ମାକୁ ରକ୍ଷା କରନ୍ତୁ

ଉଚିତ୍ ସମୟରେ ଶତ୍ରୁଙ୍କୁ ନିର୍ଭୀକ ଜବାବ୍ ଦିଅନ୍ତୁ

ତ୍ରିରଙ୍ଗା ସମ୍ମାନକୁ ସଦାସର୍ବଦା ଉଚ୍ଚା ରଖନ୍ତୁ....

ହେ ବୀର ସହିଦ୍ ବ୍ୟାର୍ଥ ନ ଯାଉ ତୁମରି ବଳି ଦାନ

ଏକ ବଦଳେ ଯାଉ ଶତ୍ରୁର ଶହେ ଜୀବନ

ପାକିସ୍ତାନ ଘୃଣ୍ୟ ହେଉ ସବୁରି ଆଗେ ଆଜୀବନ

ଭାରତ ର ଆଭିମୁଖ୍ୟ ହେଉ ଶାନ୍ତି ସହ ଆତଙ୍କବାଦୀ ଦମନ...

ହେ ସରକାର ତୁମେ ଇଟାର ଜବାବ୍ ପଥରରେ ଦିଅ

ଆମରି ସେନାକୁ ପୂର୍ଣ୍ଣ ସ୍ବାଧିନତା ଦିଅ

ପାକିସ୍ତାନ ଭିତରେ ପଶି ପାକିସ୍ତାନୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦିଅ

ମୃତ୍ୟୁର ତାଣ୍ଡବ ଲୀଳାରେ ପାକିସ୍ତାନ କୁ ଥରାଇ ଦିଅ....

ପାକିସ୍ତାନ ହାଏ ହାଏ....

ପାକିସ୍ତାନ ମୁର୍ଦ୍ଦାବାଦ.....

ବୀର ଜବାନ ଅମର ରହେ....

ଭାରତ ମାତା କି ଜୟ....

ସୁବ୍ରତ ଜେନା, ଯାଜପୁର


Rate this content
Log in