ଅଶ୍ଵମେଧ ଯଜ୍ଞ
ଅଶ୍ଵମେଧ ଯଜ୍ଞ
1 min
1.3K
ଅଶ୍ଵମେଧ ଯଜ୍ଞ
ଭାବି ଥିଲି ନେଇ ସୁବର୍ଣ୍ଣ ସୀତା କରିବି ଅଶ୍ୱମେଧଯଜ୍ଞ, ସବୁ ପାପ ଧୋଇ ଦେବି ହେଲେ ସୀତା ଯେ କଳ୍ପନା ଆଉ ପ୍ରତୀକାତ୍ମକ, ନିଶ୍ଚିତ ବିଫଳ ଜୀବନ "" ଅଶ୍ଵମେଧ ଯଜ୍ଞ "" ।
@ କାଶ୍ୟପ । ସକାଳ-୮ ତା-୧୨-୦୭-୧୭ ,ରାୟଗଡ଼ା।