Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ଅସହିଷ୍ଣୁତା ଓ ଅସ୍ପୃଦ୍ଧ।

ଅସହିଷ୍ଣୁତା ଓ ଅସ୍ପୃଦ୍ଧ।

1 min
6.7K


ଅସହିଷ୍ଣୁତା ଓ ଅସ୍ପୃଦ୍ଧ। ।

ଅସହିଷ୍ଣୁତା----ଅନ୍ଧକାର, ଅସ୍ପୃଦ୍ଧ।-----ଅହଂକାର, ଚେତନା------ଭୃଣ , ଜ୍ଞାନ-------ଡିମ୍ଵାଣୁ, ପିପାଷା--ଏକ ପ୍ରାକୃତିକ ପ୍ରକ୍ରିୟା, ତିନେଟିର ସମିଶ୍ରଣ ଖୋଲିଦିଏ ଜୀବନବୋଧର ଉଜ୍ବଳ ,ଉଷ୍ମ ,ପ୍ରସବଣ ବହିବା ଯେ ତା ପ୍ରକୃତି ଚିର ତରଙ୍ଗିଣିଟି ହୋଇ, ସାଗର -ମୋକ୍ଷ ତା ଲକ୍ଷ ଦାନ,କରୁଣା,ନମ୍ରତା ଯେ ତା ଅସ୍ତ୍ର । (୧)

ଜୀବନ , ଜନ୍ମ ଏବଂ ମୃତ୍ୟୁ ଭିତରେ ଏକ ଶୂନ୍ୟ ସ୍ଥାନ ଏଠି ଖୁସି ରୁହ, ଅନ୍ୟକୁ ଖୁସିରେ ରହିବାକୁ ଦିଅ, ଯେ ଅଟେ ନିୟମ । (୨)

ତିମିଶ ଅନ୍ଧାରେ ଆକ୍ରୋଶ ଓ ଅଜ୍ଞାନ ଅଶରୀରର ବିଳପିତର କର୍କଶସ୍ୱର, ଖାଲି ବନି ରହିଯାଏ କୂଅ ରାଵ ଅସହିଷ୍ଣୁତା ଓ ଅସ୍ପୃଦ୍ଧ। (ଶେଷ)

ରାମ ପ୍ରସାଦ ବିଶୋଇ (କାଶ୍ୟପ) ତା-୦୨-୦୭-୧୬,ସକାଳ-୭-୩୦ମି, ରାୟଗଡ଼ା । ଚିତ୍ର ଉତ୍ତୋଳନ @ କାଶ୍ୟପ ।


Rate this content
Log in