STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ଅର୍ଚ୍ଚନା

ଅର୍ଚ୍ଚନା

1 min
13.3K


ଝର ଝର ଝରେ ନିର୍ଝର ସମ

ନୟନର ନୀର ତୁୁୁମ ଦରଶନ ପାଇଁ।

ଦୁଖର ଲୋତକ ନୁହେଁ ଏଇ ନୀର

ସଦ୍ୟ ସମର୍ପିତ ଅଲିଭା ଅଶୁଖା ନଈ।

ବୁଝିଅଛ ଯେବେ ହୃଦୟକୁ ମୋର

କପଟର ଭାବ ମନରୁ ଦୂରେଇ ଦିଅ।

ଜୀବନ ସାରା ମୁଁ ତୁମ ଅର୍ଚ୍ଚନାରେ

ନିଜକୁ ହଜେଇ ଅରପିବି ମନ ଦେହ।


Rate this content
Log in