ଅପରାଧ
ଅପରାଧ
1 min
366
ଝଡ ଆସେ ଜୀବନରେ
ତୋଫାନ ବି ଆସେ
ଝଡ ଆସିବା ବୋଧେ ଏବେ ନିତାନ୍ତ ଜରୁରୀ
ଏବେ ସ୍ୱପ୍ନ ଦେଖିବା ମନା
ସମ୍ପର୍କର ମୂଲ୍ୟ ବୁଝିବା ପାପ
ଭଲ ପାଇବା ତାଠାରୁ ବି ଅପରାଧ
ଜୀବନ ପ୍ରକୃତିର କାହିଁକି ଯେ
ଆକୁଳ କ୍ରନ୍ଦନ
ବୁକୁଫଟା ଚିତ୍କାର
କାହିଁକି ଯେ
ଝଡ ଉଠେ
ବଜ୍ର ଆସେ
ବିନା ମେଘରେ
