STORYMIRROR

Amiya Bej

Others

3  

Amiya Bej

Others

ଅପେକ୍ଷା

ଅପେକ୍ଷା

1 min
13.3K


❀✿ ଅପେକ୍ଷା ✿❀

ନା'
କାହା ଶାପ - ଅଭିଶାପରେ...
ମନ ମାରି,
ହୃଦେ ଜାଳେ ସଳିତା ।

ନା'
କାହା ନିନ୍ଦା - ଅପବାଦରେ ...
ଭାଙ୍ଗିପଡି,
ମୃତ୍ୟୁ ପାଇଁ ପ୍ରତୀକ୍ଷା ।।

ଅପେକ୍ଷା ତ ଖାଲି
ତୁମ ଥରେ ମାତ୍ର ସ୍ପର୍ଶର
ଦେଖିନେବ,
କେମିତି ମୁଁ ପାଲଟିବି
' ପାଷାଣିରୁ ଅହଲ୍ୟା ' ।।।

❀✿ - ଅମିୟ ✿❀


Rate this content
Log in