Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tonish Rohidas

Children Stories

3  

Tonish Rohidas

Children Stories

ଅନୁତାପ

ଅନୁତାପ

1 min
201



ଜୀବନରେ କେତେ ଆପଣାର 

 ହୋଇ ରୁହନ୍ତି ନିଜର।

କିଛି କିଛି ଭୁଲ ପାଇଁ ଆମ ଠାରୁ 

 ହୋଇଯାନ୍ତି ଦୂର।

ଭୁଲ କଲା ବେଳେ ମଣିଷ ଭାବନି କିଛି।

ଯେତେ ବେଳେ ହୋଇ ଯାଏ ଭୁଲ 

ତା ପରେ ବସି ଭାବୁଛି।

ଏକା ଯେବେ ହୋଇ ଯାଏ ପଛ ଦିନ କଥା ମନେ ଭାବି କରେ ଅନୁତାପ।

ଭାବି ଭାବି ନିଜ ମନ କୁ ପଛରେ 

 ମୁଁ କରିଛି କେଉଁ ପାପ।

ମୋ ପାଇଁ ଆଜି ସବୁ ଲାଗୁଛି ଫିକା

 ସତରେ କି ମୁଁ ହୋଇ ଯାଇଛି ଏକା।

କେତେ ଥିଲେ ବନ୍ଧୁ ସହଦର ସଭିଏ ମିତେ କରି ଦେଲେ କି ଏକା।

ଜୀବନ ବାଟରେ କାହାକୁ ଭାବିବି ନିଜର କେହି ହୁଅନ୍ତି ନି ଦେଖା।

ସ୍ନେହ ପ୍ରେମ ଶ୍ରଦ୍ଧା ରେ ବନ୍ଧା ଏ ଜୀବନ।

ସୁଖ ଦୁଃଖ ର ରାତିରେ ଆଖି ଦେଖୁଛି ସପନ।

ଭୁଲ ପାଇଁ କ୍ଷମା ମାଗିଲେ ଲାଗୁଛି ଲାଜ।

କେଉଁ ମୁହଁ ନେଇ ଯିବି ସେହି ପୟର

ମୋତେ ଲାଗୁଛି ଲାଜ।

ଆଜି ବୁଝି ପାରୁଛି କରୁଛି ଅନୁତାପ

ଭୁଲ ମୋର ହେଲା କରିଛି ବଡ଼ ପାପ।





Rate this content
Log in