STORYMIRROR

Arendra Kumar

Others

3  

Arendra Kumar

Others

ଅନୁତାପ

ଅନୁତାପ

1 min
154

ଆୟୁଷ ସରିଲେ

ବେଳ ବୁଡ଼ିଗଲେ

କାଳ ଡାକ ଦେଲେ ଦୂରରୁ

ବିବେକ ପାଖରେ

ମନ ହାରିଯାଏ

ଅନୁତାପ ଝରେ ଆଖିରୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍