ଅନୁତାପ
ଅନୁତାପ
1 min
133
ହେ କଳାଠାକୁର
ତୁମରି ଚରଣେ
ଶରଣ ପଡିଛି
ଦୁଃଖ ମୋର ଦୂର କର ।
ଅଜ୍ଞାନ ବାଳୁତ
ଜାଣେନା କାଛି ମୁଁ
ଭଲ ମନ୍ଦ ପାରେନା ବୁଝି ।
ଅଂହକାର ଭାବ ଦୂର କରିଦିଅ
ଜ୍ଞାନର ଆଲୋକ ମନେ ଭରିଦିଅ ।
ସମସ୍ତଙ୍କୁ ଆନନ୍ଦେ ରଖିଥାଅ ପ୍ରଭୂ ନରଖ ଅସୁବିଧା
ଚିର କାଳ ତୁମରି ଚରଣେ ରହିଥିବି ଆଶିଷ ଢାଳନ୍ତୁ ସଧା ।
