ଅନୁତାପ
ଅନୁତାପ
1 min
346
ଅନୁତାପେ କାନ୍ଦୁ ଥାଏ ହୃଦୟ
କହିବାର ଶୁଣିବାର ବହୁପୂର୍ବରୁ
ସବୁ କିଛି ନିଶ୍ଚିତ ହେଇ ସରିଥାଏ
କୃଶକାଠ ରେ ଅକାରଣେ ଝୁଲି ଯାଏ
ବିନା ଦୋଷରେ ନିର୍ମାୟା ମଣିଷଟି
ଆଉ ଗଲା ବେଳେ କହିଁ ଯାଏ
ପିତ ଏ ମାନକୁ କ୍ଷମା କର କାରଣ
ସେମାନେ ଜାଣନ୍ତି ନାହିଁ
ସେମାନେ କାନ କରୁଛନ୍ତି ===
ସହଜ ମନେ ହେଉଥିବା ଜୀବନଟା ବୋଝ ହେଇଯାଏ
ବାହାରି ପାରୁ ନଥିବା କୋହ ଆଗେ
ଅନୁତାପ ବାଟ ଓଗାଳେ
ଆଜୀବନ ସେ ଅକୁହା ବୋଝ
ତାକୁ ଧିତକାରୁ ଥାଏ
