STORYMIRROR

Priyabrata Mohanty

Children Stories Inspirational Children

3  

Priyabrata Mohanty

Children Stories Inspirational Children

ଅନୁତାପ

ଅନୁତାପ

1 min
442

ବିତିଗଲା କାହାଣୀ ହୁଏ ଇତିହାସ,

ଇତିହାସ କରିଥାଏ ସ୍ମୃତିରେ ବାସ ।।


ସ୍ମୃତି ଯେବେ ପକାଏ ହୃଦୟରେ ଚାପ,

ସେ ଚାପେ ଜଳୁଥାଏ କରି ଅନୁତାପ ।।


ଯେବେ କରେ ବିବେକ ମୂଲ୍ୟାଙ୍କନ ଜପ,

ଆଣେ ସୁଯୋଗ କରିବାକୁ ଅନୁତାପ ।।


ଅନୁତାପ ଭାବ ହେଲେ ହୃଦୟେ ଜାତ,

ମାନବର କର୍ମକୁ କରେ ସଂଶୋଧିତ ।।


ଜୀବନରେ ହୋଇଥାଏ ଅନେକ ପାପ,

ପ୍ରକୃତ ମଣିଷ ହିଁ କରେ ପଶ୍ଚାତାପ ।।


ପର ଦୁଃଖେ ଦୁଖୀ କରେଯେବେ ସନ୍ତାପ,

ଦାନବ ହେଲେବି ନିଏ ମାନବ ରୂପ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍