ଅନୁରକ୍ତି
ଅନୁରକ୍ତି

1 min

299
ଅନ୍ତ କର ଅନ୍ତର୍ଦାହର ଅନ୍ତର୍ଲିପି, ଅନ୍ତର୍ଯାମୀ
ଅନ୍ତିମ ହେଉ ଅତୀତ, ଅପେକ୍ଷା ଅନନ୍ତ ଆଗାମୀ
ଅୟୁତ ଅୟୁତ ଅନିର୍ଦ୍ଦିଷ୍ଟତାର ତୁମେ ଆସାମୀ
ଅଭିନବ ସେ ଆରମ୍ଭର ଅଲୌକିକ ଅନୁଗାମୀ |