STORYMIRROR

Amita Dash

Others

3  

Amita Dash

Others

ଅନୁଭୂତିର‌‌‌ ଇନ୍ଦ୍ରଧନୁ

ଅନୁଭୂତିର‌‌‌ ଇନ୍ଦ୍ରଧନୁ

1 min
268


ମୋ ଗାଆଁ

ମୋ ଗାଆଁର ସଞ୍ଜ ସକାଳ

ଏଇଠି ସବୁ ଲାଗେ ଆକାଶର ଇନ୍ଦ୍ରଧନୁ ସମ

କେତେ ସୁନ୍ଦର ପ୍ରାକୃତିକ ପରିବେଶର ତା ହୃଦୟ

ବାହାରକୁ ବୁଲି ଯିବା ପଡିନି ଦରକାର

ଐତିହାସିକ ଅବା ମନୋରମ ଧର୍ମପୀଠ ମାନ

ମୋ ଗାଆଁକୁ ଦେଖି ଲେଖିଛି କବିତା ଲାଳିତ୍ୟଭରା ମାଧୁର୍ଯ୍ୟପୂର୍ଣ୍ଣ

ଏଠି ଅନୁଭୂତିର ପେଡିପୁଟୁଳି ସାଉଁଟି ଲେଖିଚି

ପୋଖରୀ, ବିଲ, କୁକୁର, ବିରାଡିର ଉପକ୍ରମ, ଉପସଂହାର

ଆମ ଗାଆଁର କୁମ୍ଭାଟୁଆ, କୁଣ୍ଡାପେଟିଆ, କଜଳପାତିଙ୍କ ପାଇଁ

ମୋ ପାଖରେ ଲେଖିବାକୁ ଶବ୍ଦର ଅଭାବ

ପୂର୍ବ ଦିଗବଳୟରେ ଉଇଁଲେ ସୂରୁଜ

ତାଙ୍କର ଚାଲିଲା ଭୋଜି, ରଜ ମଉଜ

ଗିନା, ତାଟିଆ ଆବଶ୍ୟକ କ'ଣ

ମାଟି ତାଡି ପୋକ ଖାଇବାରେ ଭାରି ଧୁରନ୍ଧର

ଆଜି ପାଇଁ ଏତିକି କାଲିକି ଲେଖିବି ଆଉ ଗୋଟେ ନୂଆ ଗପ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍