Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ଅନୁଭୁତି

ଅନୁଭୁତି

1 min
111


ଅନୁଭୁତି


କାହାକୁ ଲାଗିଲା ମିଠା

କାହାକୁ ଲାଗିଲା ଖଟା


କାହାକୁ ହେଲା ଗନ୍ଧ

କିଏ ବାରିନେଲା ସୁଗନ୍ଧ ॥


ଯାଈଥିଲେ ସବୁ

ଖାଈବାକୁ ପିଠା


ସଭା ସରିବା ବେଳକୁ

ପିତା ହେଲାଣି ପିଠା ॥


ପିଠା ପାଈଁ ସବୁ

ହେଲେ ପିଟାପିଟି

ସଭା ନ ସରୁଣୁ

ଗୋଠରୁ ଗଲେ ଫିଟି ॥

ଦିପ୍ତୀଲେଖା ମିଶ୍ର


Rate this content
Log in