STORYMIRROR

Ambuja Mohanty

Others

3  

Ambuja Mohanty

Others

ଅନ୍ତର୍ଦାହ(ଆଧୁନିକ କବିତା)

ଅନ୍ତର୍ଦାହ(ଆଧୁନିକ କବିତା)

1 min
180


ଜୀବନର "ମୂଲ୍ୟ କଣ" ??

ମିଥ୍ୟା ଓ ଛଳନା,

ପ୍ରେମ ମିଥ୍ୟା,

ଶ୍ରଦ୍ଧା ମିଥ୍ୟା,

ସମ୍ପର୍କ ମିଥ୍ୟା,

କେବଳ ଯଦି ମିଳେ

କଥାର ବାକ ଚାତୁରୀ.

ସଂଶୟ ପୂର୍ଣ୍ଣ ବଞ୍ଚିବା,

ଅର୍ଥ ପାଇଁ ପରିଶ୍ରମ

କିମ୍ବା ଅଭାବ ଅନଟନ,

ଶେଷରେ ରୋଗ ଜରା 

ବ୍ୟାଧି ଓ ଅପେକ୍ଷା ମୃତ୍ୟୁ

ତେବେ "ଜୀବନର ମୂଲ୍ୟ"

କେବଳ ଓ କେବଳ ଅନ୍ତର୍ଦାହ...


Rate this content
Log in