STORYMIRROR

Bharati Prava

Others

0  

Bharati Prava

Others

ଅନ୍ତର ବାଣୀ

ଅନ୍ତର ବାଣୀ

1 min
714


ହୃଦୟ ମୋହର କରୁଣାରେ ସିକ୍ତ

ଆହେ ଜଗନ୍ନାଥ ମାଗେ ଏହି ଭକ୍ତ

ଦିଅ ହେ ଆଞ୍ଜୁଳି ମୋର ପୂର୍ଣ୍ଣ କରି

ମାଗୁନାହିଁ ଆଉ କିଛି ବି ତୁମରି....!!


Rate this content
Log in