STORYMIRROR

Prafulla Kumar Tripathy

Others

4  

Prafulla Kumar Tripathy

Others

ଅଙ୍ଗାର

ଅଙ୍ଗାର

1 min
481


ଅଙ୍ଗାର ଧୋଇଲେ କି ଲାଭ ପାଇବ

କାହିଁକି ଧୋଉଛ ଭାଉ

ଯଦିବା ପାରୁଛ ସାଇତି ରଖିଥା

କାମରେ ଆସିବ ସେହି ।

କମାର ଶାଳରେ

ଅଗ୍ନୀ ଲଗାଇଲେ

ହୁତୁ ହୁତୁ ଜଳେ ତାତି

ଜାଳି ଜାଳି ତରାଳାଇ ଦେବ

କଠିନ ଲୁହାର ଛାତି।

ଅଙ୍ଗାର ଧୋଇବା

ଅଙ୍ଗାର ଜାଳିବା

ନୁହଇତ ଏକା ନିତି

ସ୍ଥାନ କାଳ ପାତ୍ର ଦେଖି

କାର୍ଯ୍ୟ କରିଗଲେ

ଅଙ୍ଗାର ବି ଅର୍ଜେ କୀର୍ତ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍