STORYMIRROR

Niranjan Sahu

Others

2  

Niranjan Sahu

Others

ଅନ୍ଧବିଶ୍ୱାସ

ଅନ୍ଧବିଶ୍ୱାସ

1 min
13.7K


ବିଶ୍ଵାସ ହେଲେ ବି ଅନ୍ଧ ବିଶ୍ଵାସ...

ବାଘକୁ ଦେଖିଲେ ମଣିଷ ଦଉଡି ପଳାଏ କାରଣ

କାଳେ ଖାଇଦେବ...

ସାପକୁ ଦେଖିଲେ ବି ପଳାଏ କାରଣ

ମାରିଦେବ...

ମଣିଷର ବିଶ୍ଵାସ ଅଛି ଯେ...

ବାଘ ମାରି ଖାଇଦେବ..

କିନ୍ତୁ ପଶୁମାନେ ମଣିଷ ଉପରେ

ବିଶ୍ଵାସ ରଖିଥାନ୍ତି,,,

ସେମିତି କୁକୁଡା ଟିଏ ମଣିଷ ଉପରେ ...

ଗାଡ ବିଶ୍ଵାସ ରଖିଛି ଯେ..

ମତେ ରଖିଥିବା ମଣିଷଟି ତାର ଭଗବାନ...

ଘରେ ଅଗଣାରେ ଖେଳି ବୁଲେ...

କୁଡୁ କୁଡୁ କରି....

କାରଣ ମଣିଷ ତାକୁ ଖାଇବାକୁ ଦିଏ..

ଯତ୍ନନିଏ....ତେଣୁ..

ନିଜ ଜୀବନକୁ ବାଜି ଲଗାଇ....

ନିଜ ମାଲିକକୁ ...

ଜିତିବାର ସ୍ଵାଦ ଦେବାକୁ...ପଛାଏନା....

କୁକୁଡ଼ା ଗାଲିରେ,,,,,

କିନ୍ତୁ ଯେତେବେଳେ ଦେଖିଲା ସେଇ ମଣିଷ,,,

ତାର ପରିବାରର ଜଣକୁ ମାରି ଖାଇଦେଲା,,

ତାର ଆଶାର ବନ୍ଧ ଭାଙ୍ଗିଗଲା,,,

ସେ କଣ ଜାଣିଥିଲା...ଯେ

ମଣିଷ ତାର ହାଡ.ମାଂସ.ରକ୍ତକୁ..

ଖିନଭିନ କରି ଖାଇଜିବ....

ବିଚାରା......ସେ ତ ପଶୁ

ମଣିଷ ପ୍ରେମରେ ବନ୍ଧା ପଡିଯାଇଥିଲା,,,

ଏହା ବି ଜାଣିନଥିଲା...ଯେ..

ତାର ବିଶ୍ଵାସଟା......

ବିଶ୍ଵାସ ନଥିଲା.....ଥିଲା ଏକ ଅନ୍ଧବିଶ୍ଵାସ.....

ଧନ୍ୟ ଧନ୍ୟରେ ମଣିଷ,,,

ନିରଞ୍ଜନ ସାହୁ,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍