STORYMIRROR

Seetaram Dash

Others

3  

Seetaram Dash

Others

ଅନାମିକା ନାୟିକା

ଅନାମିକା ନାୟିକା

1 min
374


ତୁମକୁ ମୁଁ ଭଲପାଏ।

ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ।

ଆଖିରୁ ଆଖି ଫେରିବା ବି କଷ୍ଟ ହୁଏ।

ମୋ ଆଖିରେ ତୁମ ପ୍ରତିବିମ୍ବ ଦେଖେ।

ନ କହିଲେ ବି ବୁଝିନିଏ ,ସବୁ କଥା ଆଉ ବ୍ୟଥା।

ସୁଖ ଦୁଃଖରେ, ତୁମ ସାହାରା ପାଇ ଆଗକୁ ବଢେ।

ତୁମ ସହ ପ୍ରତେକ ମୁହୂର୍ତ୍ତ ନିଆରା ନିଆରା ଲାଗେ।

ହୃଦୟର କୋଣ, ଅନୁକୋଣ ଆଉ

ରକ୍ତର ପ୍ରତି ବିନ୍ଦୁରେ ତୁମେ ଆଉ ତୁମେ।

ତୁମ ଭରସାରେ ଜୀବନ ତରୀ ଭବସାଗର ପାରି ହୁଏ।

 ଆଉ ହୃଦୟ ନୀରବରେ କହୁଥାଏ,

ତୁମକୁ ମୁଁ ଭଲ ପାଏ, ତୁମକୁ ମୁଁ ଭଲପାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍