STORYMIRROR

pratap nayak

Others

3  

pratap nayak

Others

ଅନାବନା କବିତା

ଅନାବନା କବିତା

1 min
13.6K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଟାହିଟାପରା

ବିଲ ବଣ ଘେରା

ରଥଯାତରା .....

କା ପାଇଁ ଆନନ୍ଦ

କା ପାଇଁ ଖରା ....

ଦଧି ପସରା ....

ଯା ଭାଗେ ମିଳିବ

ସିଏ ସୁତୁରା....

ହଉ କାନ୍ଦୁରା....


ଅବନା ବାହୁନେ

ବନାନକରି....

ଉସମାନ ତାରା

ଭାରି ସୁନ୍ଦରୀ...

ବଡଚତୁରୀ.....

ସ୍ନାହାନ କରୁଛି

ପସରା ଧରି...

ପସରାରେ ସିଏ

ଆଣିଛି ଫୁଲ...

ସିଏତ ଅଟଇ

ଅମୂଲମୂଲ...


ଏକୋଇର ବଳା

ବିଶିକେଷନ....

ଯାହାକୁ ଦେଖିଲା

ତା ଠେଇଁ ମନ...

ଆତ୍ମଗୋପନ....

ଚାଲିଯାଉ ପଛେ

ମାନସମ୍ମାନ...

କହିଲେ କହିବ

କହୁଛି କାହିଁ....

ଫୁଲେଇ ହଉଛି

ତୋ ରାଣ ସହି....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍