STORYMIRROR

Suresh chandra Padhy

Others

2  

Suresh chandra Padhy

Others

ଅନାବିଳ ସ୍ନେହ

ଅନାବିଳ ସ୍ନେହ

1 min
40

ମୁଁ ତୋତେ ଭାଇ କରି ଅଛି ଅନାବିଳ ସ୍ନେହ

ତୋ ବିନା ମୋର କିଏ ଅଛି କହ

ତୋ ଆଖିରେ ମୁଁ ଦେଖି ପାରୁନି ଲୁହ

ତୋ ବିନା ମୋର କିଏ ଅଛି କହ

ମୋ ଭାଇକୁ କିଏ କଷ୍ଟ ନ ଦିଅ

ତୋ ବିନା ମୋର କିଏ ଅଛି କହ

ଛାଇ ପରି ତୁ ସଦା ମୋ ପାଖେ ରହ

ତୋ ବିନା ମୋର କିଏ ଅଛି କହ

ମୋ ଭାଇ ଠାରୁ ମୋତେ କିଏ ଦୂରେଇ ନ ଦିଅ

ତୋ ବିନା ମୋର କିଏ ଅଛି କହ

ସାରା ଜୀବନ ତୋ ପାଇଁ ମୋର ଥିବ ସ୍ନେହ

ତୋ ବିନା ମୋର କିଏ ଅଛି କହ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍