Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Others

2  

Ghanashyam Biswal

Others

ଅମଣିଷ

ଅମଣିଷ

1 min
145


କେତେ ପୁଣ୍ୟବଳେ ଏ ମର୍ତ୍ତ୍ୟ ଜଗତେ

ଲଭିଲୁ ମଣିଷ ଜନ୍ମ

ହିଂସା ଅହଂକାର ଇର୍ଷାରେ ଜଳିଲୁ

ପାପୀ, ଲୋଭୀ ହୋଇ ବଳାତ୍କାରୀ

ନଷ୍ଟ କରି ତୋର କରମ l

ନିଜପର ଭୁଲି ସ୍ୱାର୍ଥ ପଛେ ଧାଇଁ

ନର ହତ୍ୟାକାରୀ ସାଜିଲୁ

ଚେହେରା ମଣିଷ କୁକୁର ଜୀବନେ

ପର ଦୁଃଖେ ଖୁସି ପାଇଲୁ l

ଲଜ୍ଜାହୀନ ହୋଇ ବେଦରଦୀ ହେଲୁ

କୂକର୍ମେ ସାରିଲୁ ଜୀବନ

ଜାଣି ପାରିବୁନି ଅକାରଣେ ତୋର

ବିକଳେ ହୋଇବ ମରଣ l



Rate this content
Log in