Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଅଳକା ନନ୍ଦା ମନ୍ଦାକିନୀ ।

ଅଳକା ନନ୍ଦା ମନ୍ଦାକିନୀ ।

1 min
6.7K


ଫେରିଲା ବସନ୍ତ,

ହେଉ ପଛେ

ଜୀବନରେ ସେ ଦ୍ଵିତୀୟ ପର୍ଯ୍ୟାୟ

ଖାଲି ଏତକ ଦରକାର ମୋର

ଆମେ ଦୁହେଁ

ଯେଉଁଠି ରହୁ,ଯେଉଁଠି ବି

ଥିବୁ

ନ ହେଉ

କୈଳାଶ ପଛେ

ହେଉ ଖାଲି ଘର

ନ ହେଉ

ମୋ ପ୍ରିୟତମା ପାର୍ବତୀ,

ହୋଇ ଖାଲି ରହି ଥାଉ

ଶିବାନୀ-

ମୋ ଅଳକାନନ୍ଦା ମନ୍ଦାକିନୀ ।

କାଶ୍ୟପ ।

ତା-୨୦-୦୫-୧୬

ସମୟ-ସକାଳ-୯-୫୬

ରାୟଗଡା ।


Rate this content
Log in