STORYMIRROR

Kalyani Nanda

Others

2  

Kalyani Nanda

Others

ଅକୁହା କଥା

ଅକୁହା କଥା

1 min
122

କଥାରେ କଥାରେ ବହୁ କଥା ଅବୁଝା,

କଥାରେ କଥାରେ ବହୁ କଥା ଅକୁହା,

                କିଛି କହି ହୋଇଯାଏ,

                   କିଛି ପୁଣି ରହିଯାଏ,

ଯାହା ରହିଯାଏ ସେ ସବୁ ଅପାଶୋରା,

    ଅପାଶୋରା କଥା ସବୁ ସେମିତି,

            ଛାତି ତଳେ ସ୍ପନ୍ଦିତ ହୁଏ।

ଶେଷରେ ଅବୁଝା ମନ ସହ ଜୁଇରେ ହିଁ ଏମିତି,

         ଅନେକ କଥାର ପରିସମାପ୍ତି  ଘଟେ।।


                            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍