Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

suvendu Meher

Others

3  

suvendu Meher

Others

ଅଖି ମୁଠି

ଅଖି ମୁଠି

1 min
199


ଚଷା ପୁଓ ଟାକି ବସିଛେ

କାଁକର୍‌ ସିତଲ୍‌ ସସ୍‌ଟି  ।

ଭୂଇଁ ଦହନ ପହେଲି ରଜ

ଆଏଲେ ହେବା ବୁରୁସ୍‌ଟି ।।


ସମିଆ ଜାନି ଧାନ୍‌ ବୁନ୍‌ମି

ପକାମି ସୁଲେହି ପାର୍‌ ।

ସମିଆ ଜାନି ବତ୍‌ରେ ଛତ୍‌ରେ

ଦେମି ଭୁଗ୍‌ଲେ ସାର୍‌ ।।


ମନେ ମନେ କେତେ ଉସତ୍‌ ହେଇ

ଉଲିଆ ଭଦ୍‌ରି ମଚାନ୍‌ ଥି ରଖି ।

ବର୍‌ସା ରାନି କେ ଟାକି ବସିଛେ

ଜେନ୍‌ ଦିନୁ ଆଏଲା ତୁର୍‌ତିଆ ଅଖି ।।


ଇନ୍ଦର୍‌ ରଜାର୍‌ ସଭା ବସ୍‌ଲେ

ଧର୍‌ତି ରାନି ମାସ୍‌କିଆ ହେସି ।

ସିତଲ୍‌ ସସ୍‌ଟିର୍‌ ବାସି ତିଆସି

ରଜ ସଁକ୍‌ରାନ୍‌ତି ନର୍‌ଦି ଆଏସି ।।


କଁନ୍ଧ୍‌ ବୁଢା ରକତ୍‌ ଗୁଲେଇ

ପହେଲା କଲା ଛି ସି ମୁଠି ।

ଚାଷି ପୁଓ ଅର୍‌ ତ ତ କରି

ହାତେ ଧର୍‌ସି ନଂଗଲ୍‌ କଁଠି ।।


Rate this content
Log in