STORYMIRROR

Ajaya Mahala

Others

2  

Ajaya Mahala

Others

ଅଜ୍ଞାତ

ଅଜ୍ଞାତ

1 min
2.5K


ମେଘରୁ ତ ତିଆରି ହୁଏ

ଇନ୍ଦ୍ରଧନୁଟି

କେବେ ଇନ୍ଦ୍ରଧନୁ ଦେଖି

ମେଘ ବି ବରଷି ଯାଏ ନିର୍ଧୁମ

କଳ୍ପନାରୁ ଉପାଦାନ ଗୋଟାଇ

କିଏ ଆଙ୍କିଥିଲା ଚିତ୍ରଟି

ଆଜି କିନ୍ତୁ ଚିତ୍ରଟି ଦେଖି

ଛୁଟି ଗଲା କଳ୍ପନାର ଘୋଡା

ନାକ ପାଖରେ ଲଗାଇ ରଖିଲି

ଫଟୋଟିକୁ କିଛି କ୍ଷଣ

ଫୁସଫୁସ ମୋ ବୁଝି ପାରିଲାନି

ମୋ ପ୍ରଶ୍ୱାସରେ

ଏତେ କିଆଁ ଅଙ୍ଗାରକାମ୍ଳ

ଆଉ ପ୍ରେମର କିଛି ଅଜ୍ଞାତ କ’ଣ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍