STORYMIRROR

srikant behera

Others

2  

srikant behera

Others

ଐତିହ

ଐତିହ

1 min
128


ବିଶ୍ୱ ଐତିହକୁ  ଭୁଲି ଯିବା ନାହିଁ 

   ରଖିବା ତାହାରି ଟେକ 

ସଂସ୍କୃତିର ମାନ  ଅତୀତର ଦିନ 

   ମନେ ପଡଇ ଅନେକ

   ମାନ ତାହାରି ରଖ 

ବିଶ୍ୱ ସମ୍ପଦରେ  ଲିପିବଦ୍ଧ ଆମ 

  କାରୁକାର୍ଯ୍ୟ ଶିଳା ଲେଖ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍