STORYMIRROR

jagabandhu sahu

Others

3  

jagabandhu sahu

Others

ଅହଙ୍କାର

ଅହଙ୍କାର

1 min
842

ମଣିଷର  ସବୁଠାରୁ ବଡ  ଶତ୍ରୁ

    ଅଟଇ ଯେ ଅହଙ୍କାର

କ୍ଷଣକ ପାଇଁ ଯେ ଆସି ଏ ଜୀବନେ

   କରେ ସବୁ ଛାରଖାର ।


ଏଇ ଅହଙ୍କାର   ପାଇଁ ଦ୍ବାପରରେ

     ନାଶଗଲା କୁରୁବଂଶ

ତ୍ରେତୟାରେ ପୁଣି  ସୁନାର ଲଙ୍କାଟି

     ଜଳି ପୋଡି ହେଲା ଧ୍ବଂସ ।


ତେଣୁ ସର୍ବେ ତେଜ  ମନୁ ଅହଙ୍କାର

    କରେ ଏହି ନିବେଦନ

ଦୟା ଧର୍ମ କ୍ଷମା  ହୃଦୟେ ଜାଗିଲେ

    ହେବ ଆର ସମାଧାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ