STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଅହଂ ବ୍ରହ୍ମଷ୍ମି ।

ଅହଂ ବ୍ରହ୍ମଷ୍ମି ।

1 min
13.7K


ଅହଂ ବ୍ରହ୍ମଷ୍ମି ।

ମୁଁ ରାତି ମୁଁ ସନ୍ଧ୍ୟା ମୁଁ ଦିନ, ମୁଁ ଆକାର ମୁଁ ନିରାକାର ମୁଁ ଆଲୋକ ମୁଁ ଅନ୍ଧକାର ମୁଁ ଆଦି ମୁଁ ଅନନ୍ତ ମୁଁ ଆଦ୍ୟ ମୁଁ ମଧ୍ୟ ମୁଁ ଅନ୍ତ ମୁଁ ସମ୍ଭବ ମୁଁ ଅସମ୍ଭବ ମୁଁ ଭେଦ୍ୟ, ମୁଁ ଅଭେଦ୍ୟ, ମୁଁ ଜ୍ଞାନ, ମୁଁ ବିଜ୍ଞାନ ମୁଁ ଧ୍ୟାନ ,ମୁଁ ସାଧନା ମୁଁ ଧୂପ ଦୀପ, ମୁଁ ପ୍ରାର୍ଥନା, ମୁଁ ଫୁଲ ଚନ୍ଦନ, ମୁଁ ଅଗୁର, ମୁଁ ତୁଳସୀ , ମୁଁ ବଲ୍ଲଭ, ମୁଁ ଆତ୍ମା, ମୁଁ ପରମାତ୍ମା, ମୁଁ ଆତ୍ମା ର ପରିଚୟ , ମୁଁ ଜଡ ମୁଁ ପଥର ମୁଁ ଅଗ୍ନି ମୁଁ ଜଳ, ମୁ ବାୟୁ ମୁଁ ଅନଳ, ମୁଁ ଆକାଶ, ମୁଁ ପୃଥିବୀ ମୋ ପରିଚୟ ବ୍ରହ୍ମ , ମୋ ଘର ଆତ୍ମା ମୋ ସାକ୍ଷାତ ଆତ୍ମ ବିଶ୍ଳେଷଣ , ଅହଂ ବ୍ରହ୍ମଷ୍ମି , ଅହଂ ବ୍ରହ୍ମଷ୍ମି ।

ରାମ ବିଶୋଇ @କାଶ୍ୟପ ରାୟଗଡ଼ା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍