ଅଦୃଷ୍ଟ
ଅଦୃଷ୍ଟ
1 min
109
ଅଦୃଷ୍ଟ ହାତର
ଖେଳଣାଟିଏ ମୁଁ
କାଗଜଡ଼ଙ୍ଗାର ଆୟୁଷ ମୋର
ଜୀଇଁଥିବା ଯାଏଁ
ଖୁସି ବାଣ୍ଟୁଥିବି
ବାଆ ବତାସକୁ ନାହିଁ ମୋ ଡ଼ର।
