STORYMIRROR

Meenakshi Padhy

Others

2  

Meenakshi Padhy

Others

ଅଧିକାର

ଅଧିକାର

1 min
366

ଗୋଟିଏ ସୂର୍ଯ୍ୟ ଲକ୍ଷେ କିରଣ

ଦୂର କରିପାରେ ଅନ୍ଧାର ଭୀତି,

ଗୋଟିଏ ମଣିଷ ଲକ୍ଷେ ଭରସା

ସୁଖ ସକାଳର ଅମୀୟ ଶାନ୍ତି...।


ଆମରି ଡଙ୍ଗା ରେ ଆମେ ନାଉରୀ,

ହେ, କୋଟି ନାଗରିକ ଜାଗ୍ରତ ରୁହ,

ଗୋଟିଏ ଭୋଅଟ୍ ତୁମ ଅଧିକାର

ଦେଶ ଗଠନ ରେ ସହାୟ ହୁଅ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍