STORYMIRROR

Saphala Das

Others

2  

Saphala Das

Others

ଅଧାଗଢା ଅଭିଶପ୍ତ ପ୍ରେମ

ଅଧାଗଢା ଅଭିଶପ୍ତ ପ୍ରେମ

1 min
43

ଏହାର ଭିନ୍ନ ନାମ ଯନ୍ତ୍ରଣା

କ୍ଷତ ବିକ୍ଷତ ଆବୁଡା ଖାବୁଡା

 ହୃଦୟରେ ମରୁଭୂମିରେ

ଅଲୋଡା କଣ୍ଟା ବୁଦା

ଅଭିଶାପରୁ କି ପ୍ରତାରଣାରୁ

କାଟିବାକୁ ପଡେ ଅଭିଶପ୍ତ

ତତଲା ବାଲିରେ

ଚାଲିଲା ପରି ।।



Rate this content
Log in