Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Others

3  

PUSPALATA SAHOO

Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
246


ଭୁଲି ଯାଏ ମଣିଷ ସମ୍ପର୍କର ଡୋର 

ମିଛ ମାୟା ସଂସାରରେ ସଭିଏଁ ପର ||


ଭାଇ ବନ୍ଧୁ ସଖା ହେଲେ ଅଚିହ୍ନା ମଣିଷ 

ଧନ ମାନ ପାଇଁ ଆଜି ସବୁ ହୁଏ ଶେଷ ||


ଗର୍ବ ଅଂହକାର ତାର ମନେ ବାନ୍ଧେ ବସା 

ସବୁ ଥାଇ କିଛି ନାହିଁ ତୁଟେ ତା ଭରସା ||


ଅଚିହ୍ନା ଲାଗଇ ସତେ ଜାଣି ହୁଏ ଅଜଣା 

କି ନେଇ ଯିବୁରେ ଧନ ସବୁ ଏଠି ମାଗଣା ||


ଯାହା ଅରଜିଛୁ ତାକୁ ନେବୁ କି ସାଥିରେ 

ଯିବେ ନାହିଁ କେହି ଧନ ତୋହରି ବାଟରେ ||


ସମ୍ପର୍କ ଡୋରିରେ ବାନ୍ଧି ସବୁରି ମନକୁ 

ଚିହ୍ନି ଥିବୁ ମନ ତାର ସଫଳ ଲଭିବୁ ||


ଅଚିହ୍ନା ମଣିଷ ଭାବି କରିବୁନି ପର 

ଜଗନ୍ନାଥ ସାହା ହେବେ କରିଲେ ନିଜର ||



Rate this content
Log in