STORYMIRROR

‌Manjula Hota

Others

3  

‌Manjula Hota

Others

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
293

 ପରିଣତ ବୟସରେ କରି ପଦାର୍ପଣ

ଅତୀତକୁ ମନେ ବସି କରେ ବିଶ୍ଳେଷଣ ।


ଆଜି ପୁତ୍ର ବଧୂ ପୂର୍ଣ୍ଣ ପବିତ୍ର ସଦନ

ନାହିଁ କିନ୍ତୁ କାର ପଦେ ମଧୁର ବଚନ ।


ଚାରି କାନ୍ଥେ ଆବଦ୍ଧ ତା ପାଇଁ କଡ଼ା ଶାସନ,

ବାଧ୍ୟ ଯାହା ଦିଆ ହୁଏ କରିବାକୁ ଭୋଜନ ।


ଅବ୍ୟକ୍ତ କୋହକୁ ଚାବି ପକାଇ ତା ମନରେ,

ସହିଯାଏ ରଚନା ମାଉସୀ ସବୁ ଭୟରେ।



Rate this content
Log in