STORYMIRROR

Saphala Das

Children Stories Horror Romance

3  

Saphala Das

Children Stories Horror Romance

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
305

ସମ୍ଫର୍କ ଶଦ୍ଧଟି ଏ ପରି ବ୍ଯାପକ କାଟ ନାହିଁ

କଥା ପଦରେ

ମୃତ୍ଯୁ ପରେ ସେ ଅକ୍ଷୟ ସମ୍ଫତ୍ତି

 ରହି ଥିବ ସଦା ସାଥୀରେ

ମାତୃ ଗର୍ଭେ ରହି ବିଛେଇ ଦେଇଚି

ସଂସାର ର ମାୟା ଜାଲକୁ

ଜାଲେ ପଡି ଯାଇ ଛଟ ପଟ ହୁଏ

ଠେଲି ପାରେ ନି ସେ ଦୂରକୁ

କାଟି ଦେଉ ଅଛମନ୍ଦ ଜିଭଟିଏ     

ରକତ ବଦଳେ ଲୁହ

ଯଦି ମନେ କିଛି ଦ୍ବନ୍ଦ ଉପୁଜୁଚି

ଖୋଲା ହୃଦୟରେ କୁହ

ପାଇବ ସମ୍ମାନ ଛାଡି ଅଭିମାନ

ଜୀବନର ମୂଲ୍ଯ ବୁଝ

ଅଢେଇ ଦିନିଆ ବଢେଇ କଥାକୁ

ନକର ମନରେ ବୋଝ.

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍