STORYMIRROR

bebismita kar

Others

3  

bebismita kar

Others

ଅବୁଝା ମନ

ଅବୁଝା ମନ

1 min
396

ମାଗିନାହିଁ କିଛି ତୁମକୁ

ତଥାପି କାହିଁ ଚାଲିଯାଅ ତୁମେ

ମୋ ଠୁ ଦୂରରୁ ଦୂରକୁ।


ଡାକି ନଥିଲି ମୁଁ ପାଖକୁ

ବାରବାର

ଆସ ବୋଲି

ତୁମ ଇଛାରେ ଆସିଥିଲ ତୁମେ

ଯାଉ ଅଛ ଆଜି ଚାଲି।


ତୁମରି ସ୍ମୃତିକୁ ଛାତିରେ ଧରି

ବିତି ଯିବ କିଛି ଦିନ

ତୁମରି ବାଟକୁ ଚାହିଁ ରହିଥିବ

ଅବୁଝା ଏ ମୋର ମନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍