Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rojalin Mishra

Children Stories Inspirational

4.3  

Rojalin Mishra

Children Stories Inspirational

ଅଭ୍ୟାସ

ଅଭ୍ୟାସ

1 min
11.9K


ବଞ୍ଚିବା ପାଇଁ ଯେମିତି

ପାଣି,ପବନ ଅମୃତ ସମ,

ଠିିକ୍ ସେମିତି ବ୍ୟାୟାମ,ପ୍ରାଣାୟାମ

ସୁୁସ୍ଥ ରହିବାର ଉତ୍ତମ ନିୟମ

ସ୍ୱ।ସ୍ଥ୍ୟ ଯେ ପ୍ରକୃୃତ ସମ୍ପଦ ଆମର

ଚଳିବା ଆମେ ଜଗିରଖି,

ନିିତ୍ୟ ପରିମଳ ଓ ସୁଷମ ଖାଦ୍ୟ

ବ୍ୟବହାର କରିିିବା ଆମେ ପରଖି

ପ୍ରତିଦିିିନ ଉଠ ବଡ଼ି ସକାଳୁ

ନ ହୋଇ ଅଳସ ମୁଖ,

ସୁୁସ୍ଥ ରହିବ ଦେହ ମନ

ପୁୁୁଣି ନ ମିିଳିିିବ କେବେ ଶରୀର ଦୁୁଃଖ

ବ୍ୟ।ୟାମ ଅଭ୍ୟାସେ 

ହେବ ବଳୀୟାନ

କରି ଯୋଗାସନ

ହେବ ଆୟୁଷ୍ମାନ

ଶାରୀରିିକ ନିିୟମ

ଓ ଯୋଗର ବିଧି

ଘେନି ଚଳିଲେ

ମିିିଳିିିବ ସିଦ୍ଧି


Rate this content
Log in