Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Others

3  

Brundabana Pradhan

Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
11.7K


କହିବାର କିଛି ବାକି ରହିଗଲା

ବୋଲି ମୁଁ ସିନା ଅନୁଭବ କରେ

ଓ ବାରମ୍ବାର ସେହି

ଅଭୁଲା ସ୍ମୃତିର

ଗୁଣଗାନ କରେ ।

ହୁଏତ ଯାହା ପାଇଁ

ମୁଁ ରାତିଦିନ

କେବଳ ଯେ

ମୁଁ ତା କଥା ଚିନ୍ତା କରେ।

ସେ କିନ୍ତୁ

ଏତେ ବଦଳିଯାଏ

ମୁଁ ନିଜକୁ ବି

ଭରଷା କରି ପାରେ ।


Rate this content
Log in