Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Chandra Dakua

Others

4.2  

Krushna Chandra Dakua

Others

ଅଭୁଲା ଅତୀତ

ଅଭୁଲା ଅତୀତ

1 min
295


ଏସବୁ ଦେଖି କଣ 

ମନେ ହେଉଛି

ସେ ଦିନର 

ସେ ଅଭୁଲା ଅତୀତ !


ନା' କାହିଁ ବିଶ୍ୱାସ 

ହେଉନି ମୋତେ

ମନେ ଥିବ ବୋଲି ,


ଯାହାବି ହେଉ 

ମୋର ସମ୍ପୁର୍ଣ୍ଣ 

ମନେ ଅଛି ,


ମୁଁ ବା କେମିତି ଭୁଲିବି

ବହୁ ବର୍ଷ ପରେ ତ

ସେ ଦିନ ଦେଖିଥିଲି ମନରେ

ଖିଲି ଖିଲି ହସ ଆଊ ପିଲାଳିଆମି କଥା 

ଏବଂ ଶୁଣି ଥିଲି ବଂଶୀ ସ୍ୱର ଓ

ତା ସାଙ୍ଗକୁ କଥା ଦୁଇ ପଦ 

ସତରେ ବିଚିତ୍ର ସେ ସବୁ ,


ବର୍ତ୍ତମାନ ସେ ସମୟର 

ଝଲକଟିଏ ଦେଖି 

ବହୁତ ଖୁସି ଲାଗୁଛି ,


ଏଇ ଜରାଜୀର୍ଣ୍ଣ କୃପଣତାର 

ପରିବେଶ ମଧ୍ୟରୁ 

ବାହାରି ଆସିଲା ନିଶ୍ଚେ

ଖୁସି ଲାଗିବ ଏବଂ ମିଳିଯିବ 

ସେ ଅଭୁଲା ଅତୀତ

ଏ ବିଶ୍ୱାସ ଅଛି

ହେଲେ ଭରସା ନାହିଁ !!  



Rate this content
Log in