Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଅଭିଷ୍ଠା ଅଳକାନନ୍ଦା । କାଶ୍ୟପ ।

ଅଭିଷ୍ଠା ଅଳକାନନ୍ଦା । କାଶ୍ୟପ ।

1 min
1.3K


ଭିଜା ମାଟିର ଗନ୍ଧ, ବର୍ଷା ର ଆହେତୁକ ପ୍ରେମ, ଅଧର ଅଧରର ସ୍ପର୍ଶ, ଏକାକାର ---------------💐 ଦୁଇଟି ଆତ୍ମା ,ଦୁଇଟି ଦେହ ଗୋଟିଏ ଝଙ୍କାର, ସ୍ବର୍ଗୀୟ ଅନୁଭୁତିର ସମ୍ଭାର, କୁହ ! ପ୍ରଜ୍ବଳିତ ବାଡ଼ବାଗ୍ନି, ଅବା ସୁପ୍ତଆଗ୍ନେୟଗିରିରୁ ବାହାରୁ ଥିବା ଉତ୍ତପ୍ତଲାଭା, ସତେ ଯେମିତି, ଆଙ୍କିଦେଵ ଶରୀରର ଅଙ୍କାବଙ୍କା ଭୁଗୋଳରେ ମୃଦୁମୃଦୁ ସ୍ପର୍ଶ, ଜଳିବନି କି ? ରାତି ! ଜଳିବନି କି ? ଜହ୍ନ ! ମହକିବ ନି କି ? ରଜନୀଗନ୍ଧା ଆଉ ଶୀତଳ ଜ୍ୟୋସ୍ତ୍ଣା, କଳ୍ପନାର ରତି,କାମ,ଶୃଙ୍ଗାର ପ୍ରକୃତି ଆଉ ପୁରୁଷ, ଶଶୀ ଓ ଶଶିକାନ୍ତ, ସୃଷ୍ଟି କରିବେ ନି କି ? ମିଛ,ମାୟା, ପାପର ତରୁଦାଳେ, ଆଉ ଏକ ଉତ୍ତର ଆଧୁନିକ ଭାଗିରଥିଙ୍କ, ଅଭିଷ୍ଠା ଅଳକାନନ୍ଦା ।

ରାମ ପ୍ରସାଦ ବିଶୋଇ । ରାୟଗଡ଼ା । ତା-୩୦-୦୪-୧୬ ସମୟ-ରାତ୍ର-୧୧ଟା ।


Rate this content
Log in