STORYMIRROR

Pravat Kumar Mohapatra

Others

3  

Pravat Kumar Mohapatra

Others

ଅଭିନୟ

ଅଭିନୟ

1 min
345

ଆମେ ସବୁ ହେଲୁ ମର୍ତ୍ତ୍ୟବାସୀ

କିଏ ବା କେଉଁଠାରୁ ଆସି ।

କିଏ ହେଲେ ବାପ, ମାଆ ଆଉ ପୁଅ ଝିଅ

ଶାଶୁବୁଢ଼ୀ, ପଣ୍ଡିତ ଶଶୁର ଏ କଣ ଆମ ଅଭିନୟ ?

ଦି ଦିନ ସଂସାର ମଝିରେ କିଏ ଅବା ହଜେ ଅଧାବାଟେ

କିଏ ସବୁ ଦେଖି ଏ ଦୁର୍ଦ୍ଦିନ ଚଟାଣରେ ତାର ମୁଣ୍ଡ ପିଟେ

ମଣିଷ ଜୀବନ ଆହା ପାଣିର ଫୋଟକା

ଆଜି ଅଛି କାଲି ଯିବ ରହତୁହି ହୋଇଣ ତାଟକା ।

ତଥାପି ତ ମିଛ ମାୟା ଅଟେ ଏ ସଂସାର

ଯେ ଯାହା ଅଭିନୟ ସାରି ହୋଇଯିବ ଦୁନିଆଁରୁ ପାର । ।

- ୦ –



Rate this content
Log in