Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ଅଭିନନ୍ଦନ

ଅଭିନନ୍ଦନ

1 min
161



ହେ ନୂଆ ବରଷ ହାତେ ଧରିଆସ

ହସଖୁସିର ବାରତା

ସ୍ୱାଗତ କରୁଛୁ ତବ ଆଗମନେ

ବିଭୂ ପାଦେ ରଖି ମଥା ।


ପୁରୁଣା ବର୍ଷ ର ସ୍ମୃତି କୁ ସାଇତି

  ରଖ ହସ ଲୁହ ସାଥିରେ

ଦୁଃଖରେ କାତର ସୁଖରେ ବିଭୋର

   ସବୁ ଚାପି ଦିଅ ଛାତିରେ ।


ସହିବା ଶକତି ଲଢିବା ପାଇଁ କି

 ନ୍ୟାୟରେ ବଢାଅ ସ୍ୱର

ପ୍ରେମ ର ପୁଜାରି ସର୍ବଦା ସାଜିବି

  ନାହିଁ ଟିକେ ହୃଦେ ଭୟ।


ଜୀବନ ନୌକା ବାହି ଚାଲିଛି ଯେ

ତାଠାରେ ଭରଷା ରହୁ

ନୂଆ ବରଷର ମାନ ଅଭିମାନ

  ମୋଠାରୁ ଦୂରେଇ ଯାଉ ।


Rate this content
Log in