ଅଭିମାନୀ ସ୍ବପ୍ନ...
ଅଭିମାନୀ ସ୍ବପ୍ନ...
1 min
180
କାଲି ରାତିରେ
ଅନେକ ଦିନ ପରେ,
ସପନ ସହ
ଭେଟ ହେଲା ସପନରେ।
ନିମିଷେ ମୋ ମନେ
କେତେ ଯେ କେଜାଣି
ଖୁସିର ଲହରୀ
ତ ଖେଳିଗଲା,
ହେଲେ ବାଟ ଭାଙ୍ଗି
ଯାଉ ଯାଉ ସେ ଯେ
ମୁହଁକୁ ଫୁଲେଇ
ଅଭିମାନେ କହିଗଲା ।
ଆସିଥିଲି ଯେବେ
ଅଣଦେଖା କଲୁ
ପଚାରିଲୁ ନାହିଁ ମୋତେ,
ଫୁରୁସତ ନାହିଁ
ଏବେ ତ ମୋ ପାଖେ
ସମୟ ଦେବାକୁ ତତେ..।
