STORYMIRROR

Ranita Swain

Others

2  

Ranita Swain

Others

ଅଭିମାନ

ଅଭିମାନ

1 min
13.6K


ରାତିଟାର ଆଜି

କଣ ହୋଇଛି କେଜାଣି

ଗୁମ୍ ସୁମ୍ ହୋଇ ବସିଛି

ଜହ୍ନ ନାହିଁ ବୋଲି ବୋଧେ ଅଭିମାନ କରିଛି,,,,

ତକିଆ ବି ଏଠି ଜିଦ୍ ଧରି ବସିଛି

ଆଉ ମୋ ଠୁ ତାଙ୍କ କଥା ଶୁଣିବନି ବୋଲି

ସଫା ସଫା ମନା କରି ଦେଇଛି,,,।

ଅଭିମାନି ରାତି,

ଅମାନିଆ ତକିଆ

ଉଫ୍ ମୁଁ କଣ କରିବି,

କାହାକୁ କେତେ ବୁଝେଇବି

ଭାବିଭାବି ବେଳ ଯାଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍