STORYMIRROR
ଅଭିବ୍ୟକ୍ତି
ଅଭିବ୍ୟକ୍ତି
ଅଭିବ୍ୟକ୍ତି
ଅଭିବ୍ୟକ୍ତି
ସେତିକି ଅନ୍ଧାର ଏଠି
ଯେତିକି ସେ ଦୀପତଳ
ସେତିକି ଆନନ୍ଦ ଖୋଜେ
କିମ୍ପା ଲୋଡା ଭାଗ୍ୟଫଳ |
ଜୀବନ ପାତ୍ର ଭରିଚ
ଆଜି ମୋ ନ ଦେଲ ବୋଲି
କୁହ କି ନିନ୍ଦିବି ଅବା
ତୁମକୁ ଦେବି ମୁଁ ଗାଳି ?
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Prajna Paramita Mohanty
Download StoryMirror App