STORYMIRROR

Satyabati Swain

Others

3  

Satyabati Swain

Others

ଅଭାବ ତାତି

ଅଭାବ ତାତି

1 min
228

ମୋ ଝାଲୁଆ ଗନ୍ଧ

ନୁଖୁରା ଚୁଟି

କଙ୍କାଳ ଛାତି

ଶିଝିଲା ଚମଡା ଦିହଁ ବେପଥୁ

ଶିରାଳ ଟାଣ ହାତ ନକ୍ସା

ଅୟୁତ ଶୋଷ ଆଖି ବହି

ମଇଳା ଫୁରୁକୁଟିଆ ଦାଗ

ବେଶ ପୋଷାକର ଲୋଚା କୋଚା ପେଣ୍ଟି

ଫଟା ଚପଲର ଥକା ପଣ ଦେଖିଛ;

ଦେଖିଛ କେବେ

ମୋ ଜୀବନ

ଜୀଇଁବା

ଅଭାବ ତାତି !

ତେଲଲୁଣ

ଡବାର ଖାଲି ଶବ୍ଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍